ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ କିଛି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିବା ବେଳେ ଦେଶବାସୀଙ୍କୁ ଏଥିରେ ଦାନ ଦେବା ପାଇଁ ଆହ୍ୱାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅନେକ … Continue reading ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍